fbpx

ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍ ପଡିଲେ ରୋହିତ

ନୂଆଦିଲ୍ଲୀ,୩ ।୨: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଓ ଟେଷ୍ଟ ମ୍ୟାଚ୍ ଖେଳିବେନି ଟିମ୍ ଇଣ୍ଡିଆର ହିଟ୍ ମ୍ୟାନ୍ ରୋହିତ ଶର୍ମା । ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍ ପଡିଛନ୍ତି ରୋହିତ । ଆହତ ଜନିତ ସମସ୍ୟା ଯୋଗୁଁ ମ୍ୟାଚରୁ ରୋହିତ ବାଦ୍ ପଡିଛନ୍ତି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଟି-୨୦ରେ ରୋହିତ ଶର୍ମା ଆହତ ହୋଇଥିଲେ ।

Get real time updates directly on you device, subscribe now.