fbpx

ମାଙ୍କଡ ତଡିବା ପାଇଁ ଆଇଟିବିପି ଯବାନ ପିନ୍ଧିଲେ ଭାଲୁ ଡ୍ରେସ୍, ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଇଣ୍ଡୋ-ତିବ୍ଦତ ବର୍ଡର ପୋଲିସ ବା ଆଇଟିବି ଯବାନ ଭାଲୁର ଡ୍ରେସ୍ ପିନ୍ଧିଥିବାର ନଜର ଆସିଛନ୍ତି । କ୍ୟାମ୍ପରୁ ମାଙ୍କଡମାନଙ୍କୁ ଘଉଡାଇବା ପାଇଁ ଯବାନମାନେ ଭାଲୁ ଡ୍ରେସ୍ ପିନ୍ଧିଥିବା ଜଣାପଡିଛି । ଏହି ଭିଡିଓ ଉତ୍ତରାଖଣ୍ଡର ମିରଥି ସ୍ଥିତି ଆଇଟିବିପି ଯବାନମାନଙ୍କ କ୍ୟାମ୍ପର ବୋଲି କୁହାଯାଉଛି ।

ତେବେ ଭିଡିଓଟିରେ ଯବାନମାନଙ୍କୁ ଭାଲୁ ବେଶରେ ଦେଖି ମାଙ୍କଡମାନେ ଡରିକି ପଳାଉଥିବାର ଦେଖିବାକୁ ମିଳିଛି ।

Get real time updates directly on you device, subscribe now.