fbpx
BJD SKY
BJD SKY

ଜଗନ୍ନାଥ ମନ୍ଦିର ଛଡ଼ା ଏହି ମନ୍ଦିିରରେ ମଧ୍ୟ ରହିଛି ଡ୍ରେସକୋଡ଼ ନିୟମ

BJD

ପୁରୀ ଜଗନ୍ନାଥ ମନ୍ଦିରରେ ବର୍ତ୍ତମାନ ପ୍ରବେଶ ପାଇଁ ଡ୍ରେସକୋଡ଼ ବାଧ୍ୟତାମୂଳ କରାଯାଇଛି । ମନ୍ଦିରକୁ ଯିବା ପାଇଁ ଏହି ଡ୍ରେସକୋଡ଼କୁ ଫଲୋ କରିବା ନିହାତି ଜରୁରୀ । ଏହା ସହିତ ଅନ୍ୟ ମନ୍ଦିିରମାନଙ୍କରେ ମଧ୍ୟ ଏହି ନିୟମ ନୂଆ ବର୍ଷରୁ ଲାଗୁ କରାଯାଇଛି । ତେବେ ଏପରି ଅନ୍ୟ କିଛି ମନ୍ଦିର ମଧ୍ୟ ରହିଛି ଯେଉଁଠାରେ ଏପରି ଡ୍ରେସକୋଡ଼ ମଧ୍ୟ ବାଧ୍ୟତାମୂଳକ । ବିନା ଡ୍ରେସକୋଡ଼ରେ ଏହି ମନ୍ଦିରରେ ଆପଣ ପ୍ରବେଶ କରିପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ମନ୍ଦିର ବିଷୟରେ ।

Jagannath Temple, Puri - Wikipedia

ତିରୁପତି ବାଲାଜୀ ମନ୍ଦିର- ଏହି ମନ୍ଦିରକୁ ଯିବାକୁ ହେଲେ ଆପଣ ବରମୁନା ପ୍ୟାଣ୍ଟ, ଜିନ୍ସ, ଟି-ସାର୍ଟ ଆଦି ପିନ୍ଧି ଭିତରକୁ ପ୍ରବେଶ କରିପାରିବେ ନାହିଁ । ଏହି ମନ୍ଦିରକୁ ଆପଣ ୱେଷ୍ଟର୍ଣ୍ଣ ଡ୍ରେସ ପିନ୍ଧି ଭିତରକୁ ଯାଇପାରିବେ ନାହିଁ ।

Venkateswara Temple, Tirumala - Wikipedia

ଉଜ୍ଜୈନ ମହାକାଳ ମନ୍ଦିର- ଏଠାରେ ମଧ୍ୟ ଆପଣ ୱେଷ୍ଟର୍ଣ୍ଣ ଡ୍ରେସ ପିନ୍ଧି ଭିତରକୁ ଯାଇପାରିବେ ନାହିଁ । କେବଳ ଧୋତି କୁର୍ତ୍ତା ପିନ୍ଧି ଆପଣ ମନ୍ଦିରର ଗର୍ଭଗୃହ ଭିତରକୁ ଯାଇପାରିବେ ।

Visiting Ujjain Mahakal Temple and around | Times of India Travel

ଦିଲ୍ଲୀ କାଲକା ଜୀ ମନ୍ଦିର- ଏହି ମନ୍ଦିରରେ ମଧ୍ୟ ସମାନ ନିୟମ ଲାଗୁ ହୋଇଛି । ଏଠାକୁ ଯିବାକୁ ହେଲେ ଆପଣଙ୍କୁ ଭାରତୀୟ ପୋଷାକ ପିନ୍ଧି ଭିତରକୁ ଯିବାକୁ ପଡ଼ିବ ।

Kalkaji Mandir - Kalka Devi Temple, Delhi - Timings, Photo, Info, Map

Get real time updates directly on you device, subscribe now.