fbpx
BSKY
BJD MC SKY
BJD YOUTH SKY

Rourkela Steel Plantରେ ବାହାରିଲା ୨୦୦ଟି ପଦବୀ: ଦରମା ୧୭ ହଜାର, ଆସନ୍ତାକାଲି ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ୨୦୦ଟି ପଦବୀ ପାଇଁ ଚାକିରି ବାହାରିଛି । ପ୍ରାର୍ଥୀମାନଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ), ରାଉରକେଲାରେ ଟ୍ରେନିଂ ଭାବେ ଷ୍ଟାଇପେଣ୍ଡ ବେସିସରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ଛାତ୍ରଛାତ୍ରୀମାନେ ବିଜ୍ଞାପନକୁ ଭଲଭାବେ ପଢ଼ି ଅନଲାଇନରେ ଆପ୍ଲାଏ କରିବାକୁ ଅନୁରୋଧ । ପ୍ରାର୍ଥୀମାନେ ମୋଟ ୧୦ଟି ବର୍ଗରେ ଚାକିରି କରିବାର ସୁଯୋଗ ରହିଛି ।

ଅନଲାଇନ ଆବେଦନର ଆରମ୍ଭ ତାରିଖ: ୦୧.୦୮.୨୦୨୨

ଅନଲାଇନ ଆବେଦନର ଅନ୍ତିମ ତାରିଖ: ୨୦.୦୮.୨୦୨୨

ଅନଲାଇନ ଆପ୍ଲାଏ ଲିଙ୍କ: https://sampark.sailrsp.co.in/ighcst/ApplyPage.aspx

ଅଫିସିଆଲ ନୋଟିଫିକେସନ: https://nijuktikhabar.in/wp-content/uploads/2022/08/Notification-SAIL-Rourkela-Trainees-in-IGH-Recruitment-2022.pdf

ଅଫିସିଆଲ ୱେବସାଇଟ୍: https://www.sail.co.in/

Get real time updates directly on you device, subscribe now.