fbpx
BSKY
BJD SHG SKY
BJD YOUTH SKY

ଦୁଃଖଦ ଖବର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବାପା ଯୁଗଳ କିଶୋରଙ୍କ ଦେହାନ୍ତ

ଓଡିଶା ଭାସ୍କର: ଓଡିଶା କଂଗ୍ରେସର ବରିଷ୍ଠ ନେତା ତଥା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବାପା ଯୁଗଳ କିଶୋର ପଟ୍ଟନାୟକଙ୍କ ଦେହାନ୍ତ। ଏନେଇ ବର୍ତ୍ତମାନ ସୂଚନା ମିଳିଥିବା ଦେଖିବାକୁ ମିଳିଛି । ମୃତ୍ୟୁ ବେଳକୁ ଯୁଗଳ କିଶୋର ପଟ୍ଟନାୟକଙ୍କୁ ୯୭ବର୍ଷ ହୋଇଥିଲା ।

 

Get real time updates directly on you device, subscribe now.