fbpx

ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମାଙ୍କୁ କରୋନା

ନୂଆଦିଲ୍ଲୀ, ୯ା୬: ବିଜେପି ନେତା ଜ୍ୟୋତିରାଦିତ୍ୟା ସିନ୍ଧିଆ ଓ ତାଙ୍କ ମା ମାଧବୀ ରାଜେ ସିନ୍ଧିଆଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଉଭୟ ସାଉଥ ଦିଲ୍ଲୀ ସ୍ଥିତ ସାକେଯର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂଚନାଯୋଗ୍ୟ ଯେ ପୁର୍ବରୁ ତାଙ୍କ ମଧ୍ୟରେ କରୋନା ଲକ୍ଷର ଦେଖାଦେଇଥିବାରୁ ଉଭୟ କୋଭିଡ଼ ଟେଷ୍ଟ କରିଥିଲେ ।

Get real time updates directly on you device, subscribe now.