fbpx

ସୁସ୍ଥ ହେଲେ କଳାହାଣ୍ଡିର କରୋନା ଆକ୍ରାନ୍ତ

Advertisement

କଳାହାଣ୍ଡି, ୧୨ା୪(ଓଡ଼ିଶା ଭାସ୍କର): କଳାହାଣ୍ଡିରେ କରୋନା ଆକ୍ରାନ୍ତ ଥିବା ରୋଗୀ ଜଣକ ସୁସ୍ଥ ହୋଇଥିବା ସୂଚନା ମିଳିଛି । ସେ କଟକ ସ୍ଥିତ ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ଅଛନ୍ତି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବର୍ତ୍ତମାନ ରାଜ୍ୟରେ ୧୩ଜଣ ସୁସ୍ଥ ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୩ଜଣ ସୁସ୍ଥ ହେବା ପରେ ଓ ଜଣଙ୍କର ମୃତ୍ୟୁ ପରେ ରାଜ୍ୟରେ କରୋନାରେ ଆକ୍ଟିଭ କେସ୍ ରହିଛି ।

Get real time updates directly on you device, subscribe now.