fbpx

Big Breaking; କାଞ୍ଚନଜଙ୍ଗା ଟ୍ରେନ୍ ଦୁର୍ଘଟଣା: ରେଲୱେ ଜାରି କଲା ହେଲ୍ପଲାଇନ୍ ନମ୍ବର, ଉଦ୍ଧାର କାର୍ଯ୍ୟ ଜାରି

Advertisement

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ସିଲିଗୁଡ଼ି ଷ୍ଟେସନ ନିକଟରେ ୨ଟି ଟ୍ରେନ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି । ଏକ୍ସେପ୍ରେସ ଟ୍ରେନଟି ନ୍ୟୁ ଜଲପାଇଗୁରିରୁ ସିଆଲଦାହ ଅଭିମୁଖେ ଯାତ୍ରା କରୁଥିବା ସମୟରେ ରଂଗପନୀର ଷ୍ଟେସନ ନିକଟରେ ଦୁର୍ଘଟଣାର ଶିୀକାର ହୋଇଛି । ତେବେ ଏହି ଦୁର୍ଘଟଣାରୁ ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏହାମଧ୍ୟରେ ରେଳବାଇ ତରଫରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ନିଖୋଜ ବା ଆହତଙ୍କ ପରିବାର ଏବଂ ସମ୍ପର୍କୀୟମାନେ ଏହି ନମ୍ବରରେ ଯୋଗାଯୋଗ କରିପାରିବେ ।

ହେଲ୍ପଲାଇନ ନମ୍ବର:

  • ୦୩୩-୨୩୫୦୮୭୯୪
  • ୦୩୩-୨୩୮୩୩୩୨୬
  • ୦୩୬୧୨୭୩୧୬୨୧
  • ୦୩୬୧୨୭୩୧୬୨୨
  • ୦୩୬୧୨୭୩୧୬୨୩
  • ୦୩୬୭୪୨୬୩୯୫୮
  • ୦୩୬୭୪୨୬୩୮୩୧
  • ୦୩୬୭୪୨୬୩୧୨୦

Get real time updates directly on you device, subscribe now.