fbpx

କରୋନା ଭାଇରସ୍: ପରୀକ୍ଷା ପାଇଁ ବଢିଲା ଲ୍ୟାବ୍

ନୂଆଦିଲ୍ଲୀ,୨୪ ।୩: କରୋନା ପରୀକ୍ଷା ପାଇଁ ଦେଶରେ ୧୧୮ଟି ସରକାରୀ ଲ୍ୟାବରେ ସୁବିଧା ହୋଇଛି । ଆଇସିଏମଆର ନେଟୱାର୍କ ଅଧୀନରେ ଏହି ଲ୍ୟାବରେ ପରୀକ୍ଷଣର ସୁବିଧା ରହିବ । ଏହା ମାଧ୍ୟମରେ ଗୋଟିଏ ଦିନରେ ୧୨ ହଜାର ନମୁନା ପରୀକ୍ଷା ହୋଇପାରିବ । ଏହା ସହ ୨୨ଟି ଘରୋଇ ଲାବ୍ରୋଟରୀ ଚେନକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଏସବୁ ଘରୋଇ ଲ୍ୟାବ ଅଧୀନରେ ୧୫,୫୦୦ ନମୁନା ସଂଗ୍ରହ କେନ୍ଦ୍ର ଅଛି ।

Get real time updates directly on you device, subscribe now.