fbpx

ବଢ଼ିଲା ଲକଡାଉନ ଅବଧି, ମେ ୨୯ ଯାଏଁ ବଢାଇଲେ ତେଲେଙ୍ଗାନା ସରକାର

ତେଲେଙ୍ଗାନା,୫/୫: ବଢ଼ିଲା ଲକ ଡାଉନ ଅବଧି। ସାରା ଦେଶରେ ମେ ୧୭ ଯାଏଁ ଲକ ଡାଉନ ବଳବତ୍ତର ରହିଛି। କିନ୍ତୁ ତେଲେଙ୍ଗାନା ସରକାର ଏହାକୁ ଆହୁରି ୧୨ଦିନ ବଢ଼ାଇଛନ୍ତି ।ତେଲେଙ୍ଗାନରେ ମେ ୨୯ ଯାଏଁ ଲକ ଡାଉନ ରହିବ। ଦେଶରେ କରୋନା ସ୍ଥିତିକୁ ଦୃଷ୍ଟି ରେ ରଖି ତେଲେଙ୍ଗାନା ସରକାର ଏହିପରି ପଦକ୍ଷେପ ନେଇଛନ୍ତି।

Get real time updates directly on you device, subscribe now.