fbpx

ନୂଆ ରୂପରେ ଆସିବ ଲକଡାଉନ ୪.୦

ନୂଆଦିଲ୍ଲୀ, ୧୨ା୫: ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ୧୭ତାରିଖ ପରେ ବି ଦେଶରେ ଲକଡାଉନ ଲାଗୁ ରହିବ । ଲକଡାଉନ ୪.୦ ନୂଆ ରୂପରେ ଆସିବ । ଲକ ଡାଉନ ଚତୁର୍ଥ ପର୍ଯ୍ୟାୟ ସମ୍ପୂର୍ଣ୍ଣ ଭାବେ ନୂଆ ରଙ୍ଗ ରୂପରେ ଆସିବ । ବିଭିନ୍ନ ରାଜ୍ୟ ସହ କଥା ହେବା ପରେ ନୂଆ ନିଷ୍ପତ୍ତି ନିଆଯାଇଛି । ମେ ୧୮ ପୂର୍ବରୁ ଭାରତବାସୀଙ୍କୁ ଏ ବାବଦରେ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.