fbpx

ମା ମଙ୍ଗଳାଙ୍କ ଚୈତ୍ର ପର୍ବ ଝାମୁଯାତ୍ରା ଉପରେ କଟକଣା ।

AAKASH

କାକଟପୁର, 27/3 : ରାଜ୍ୟ ରେ କରୋନା ଭୁତାଣୁ ର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ସର୍ବସାଧାରଣ ପର୍ବପର୍ବାଣି ଉପରେ କଟକଣା ଲଗାଯାଇଛି । ଏପ୍ରିଲରେ ଧାର୍ମିକ ଓ ସାଂସ୍କୃତିକ ପର୍ବ ପାଳନ ଉପରେ କଟକଣା ଲଗାଇଛନ୍ତି ଏସଆରସି । ଗୁଡ୍ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଝାମୁଯାତ୍ରା ମନା ହୋଇଛି ।

ମା’ ମଙ୍ଗଳା ମନ୍ଦିରରେ ପ୍ରବେଶ ଉପରେ ଭକ୍ତଙ୍କୁ ବାରଣ କରାଯାଇଛି । କୋଭିଡ୍ କଟକଣା ସହ ମା’ଙ୍କ ନୀତିକାନ୍ତି ଚାଲିବ । କାକଟପୁର ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.