fbpx

BSFର ନୂଆ ଆଇଜି ହେଲେ ମଧୁସୂଦନ

ଭୁବନେଶ୍ୱର,୨୬।୧୦(ଓଡିଶା ଭାସ୍କର): BSFର ନୂଆ ଆଇଜି ହେଲେ ମଧୁସୂଦନ ଶର୍ମା । ଖୋର୍ଦ୍ଧା କାର୍ୟ୍ୟାଳୟରେ ଦାୟିତ୍ବ ନେଇଛନ୍ତି ମଧୁସୂଦନ । ଦାୟିତ୍ୱ ନେବା ପରେ ମଧୁସୂଦନ କହିଛନ୍ତି ଯେ, ସ୍ବାଭିମାନ ଅଞ୍ଚଳରେ ନକ୍ସଲ ଦମନ ଉପରେ ଫୋକସ୍‌ ଦିଆଯିବ । ଏହା ସହ ରାଜ୍ୟ ପୋଲିସ ସହ ସମନ୍ବୟ ରଖି ନକ୍ସଲ ଦମନ କରାଯିବ ।’

Get real time updates directly on you device, subscribe now.