ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ କଲେ ନିର୍ମମ ହତ୍ୟା
ତରେମ ଥାନା ଛଟୁ ବାଇ ଓ ବଡେ ତର୍ରେମ ଗାଁରେ ହତ୍ୟାକାଣ୍ଡ।
ଛତିଶଗଡ଼: ଛତିଶଗଡ଼ ବିର୍ଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ। ଧାରୁଆ ଅସ୍ତ୍ରରେ ହାଣି ୨ ଗ୍ରାମବାସୀଙ୍କୁ କଲେ ନିର୍ମମ ହତ୍ୟା।
ଯୋଗା କୱାସୀ, ମଙ୍ଗଲୁ କୁରସମଙ୍କୁ ହତ୍ୟା କରିଛନ୍ତି ମାଓବାଦୀ।
ତରେମ ଥାନା ଛଟୁ ବାଇ ଓ ବଡେ ତର୍ରେମ ଗାଁରେ ହତ୍ୟାକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହ ଏହି ହତ୍ୟାକାଣ୍ଡ କରିଛନ୍ତି ମାଓବାଦୀ।