fbpx

ମାଓନେତା କିଶୋର ମୃତ ସୂଚନା

ମାଲକାନଗିରି,୨୬ ।୧୧(ଓଡିଶା ଭାସ୍କର): ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟରେ ମାଓନେତା କିଶୋରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯନ୍ତ୍ରୀ ଜଙ୍ଗଲରେ ବାଓବାଦୀ-ଏସଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଘଟଣାସ୍ଥଳରୁ ଏକେ ୪୭ ଓ ଗୁଳିଗୋଳା ଜବତ କରାଯାଇଛି । ଏସଓଜି ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି ।

Get real time updates directly on you device, subscribe now.