fbpx

ମାର୍କେଟ ବିଲ୍ଡିଂରେ ଆତଙ୍କ ରଚିଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଲାଗିଲା ଦଙ୍ଗା ମାମଲା

ଭୁବନେଶ୍ୱର, ୧୧ା୧(ଓଡ଼ିଶା ଭାସ୍କର): ଗତକାଲି ରାଜଧାନୀ ଭୁବନେଶ୍ୱର ସ୍ଥିତ ରାଜମହଲ ଛକରେ ଥିବା ମାର୍କେଟ ବିଲ୍ଡିଂରେ ଆତଙ୍କରାଜ ମାମଲା ହୋଇଥିଲା । ଅଭିଯୁକ୍ତମାନଙ୍କ ବିରୋଧରେ ଦଙ୍ଗା ପରି ମାମଲା ରୁଜୁ ହୋଇଛି । ଏହି ଘଟଣାରେ ୩୦ଜଣ ସମ୍ପୃକ୍ତ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ୨୧ଜଣ ଚିହ୍ନଟ ହୋଇଛନ୍ତି । ୧୮ଗିରଫଙ୍କ ମଧ୍ୟରୁ ୧୨ ନାବାଳକ ଓ ୬ସାବଳକ ଥିଲେ । ଭଙ୍ଗାରୁଜାରେ ସମ୍ପୃକ୍ତ ଅଭିଯୁକ୍ତମାନେ କୌଣସି ଦଳର ନୁହନ୍ତି ବୋଲି ଜଣାପଡ଼ିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅଧିକାଂଶ ସ୍କୁଲ ଛାତ୍ର ରହିଥିଲେ । ଘଟଣା ସ୍ଥଳରୁ ୨ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଗୋପୀ , ଚିଣ୍ଟୁ ଓ ପ୍ରୀତମ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.