fbpx

ଆରମ୍ଭ ହେଲା କଡାକଡି ଭାବେ ମାସ୍କ ଚେକିଂ

ଖଇରପୁଟ, 4/4 -ରାଜ୍ୟ ରେ କରୋନା ସଂକ୍ରମଣ ଦ୍ରୁତ ଗତି ରେ ବଢିବାକୁ ଲାଗିଛି  । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ର ଗୋବିନ୍ଦପାଲ୍ଲୀ ଛକ ନିକଟରେ ଆଜି ମାସ୍କ ଚେକିଂ କରିବା ସହ ଲୋକ ମାନଙ୍କୁ  ସାମାଜିକ ଦୂରତା ବଜାୟ ରଖିବା କୁ କହିଥିଲେ ସ୍ଥାନୀୟ ତହସିଲଦାର ଶ୍ରୀ ରାମଚନ୍ଦ୍ର ନାୟକ। ଆଜି ମାଲକାନଗିରି ଜିଲ୍ଲା ରେ ୨ଟି କରୋ  ପଜିଟିଭ  ବାହାରିବା ପରେ ଜିଲ୍ଲା ପ୍ରଶାସନ ମାସ୍କ ଏବଂ ହାତ କୁ ସାନିଟାଇଜେ କରି ଖାଦ୍ୟ ଖାଇବା ଓ ସାମାଜିକ ଦୂରତା ରଖିବା ଦ୍ଵିତୀୟ  ପର୍ଯ୍ୟାୟ କରୋନା  ରୋଗ ନିମନ୍ତେ ଲୋକଙ୍କୁ ସଚେତନ କରାଇଥିଲେ।

Get real time updates directly on you device, subscribe now.