fbpx

ମାସ୍କ ତିଆରି କଲେ ରାଷ୍ଟ୍ରପତିଙ୍କ ପତ୍ନୀ, ଭିଡ଼ିଓ ଟ୍ୱିଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୩ା୪(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦ ଆଜି ମାସ୍କ ତିଆରି କରୁଥିବାର ନଜର ଆସିଛନ୍ତି ।  ସେ କୋଭିଡ଼୧୯ ଯୁଦ୍ଧରେ ସାମିଲ ହୋଇ ମାସ୍କ ତିଆରି କରିଛନ୍ତି ।  ଏନେଇ ଏକ ଭିଡ଼ିଓ ଟ୍ୱିଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଏହା ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି  କହିଛନ୍ତି ଧର୍ମେନ୍ଦ୍ର ।   ଆସନ୍ତୁ ଆମେ ଏକାଠି ହୋଇ କରୋନା ଯୁଦ୍ଧରେ ସୈନିକଙ୍କ ଭଳି କାମ କରିବା ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.