fbpx
BSKY
BJD SHG SKY
BJD YOUTH SKY

ଜାରି ରହିଛି ଗ୍ରୀଷ୍ମ ପ୍ରବାହ; ୪୦ଂ ଉପରେ ୫ ସହରରେ ତାପମାତ୍ରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦିନରେ ଅନୁଭୂତ ହେଉଛି ପ୍ରବଳ ଗରମ । ସେପଟେ ଆଜି ପୁଣି ଥରେ ଟିଟିଲାଗଡ଼ ରାଜ୍ୟର ସବୁଠ ଉତ୍ତପ୍ତ ସହର ଭାବରେ ରହିଛି ।

ସେହିଭଳି ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଟିଟିଲାଗଡ଼ରେ ସର୍ବାଧିକ ୪୧.୪, ବଲାଙ୍ଗିର ୪୧ଂ, ଅନୁଗୁଳ ୪୦.୧ଂ, ବାରିପଦା ୪୦ଂ, ବୌଦ୍ଧ ୪୦ଂ, ଭୁବନେଶ୍ୱର ୩୭.୬ଂ ଡିଗ୍ରୀ ଓ କଟକ ତାପମାତ୍ରା ୩୭.୨ଂ ରହିଥିଲା ।

Get real time updates directly on you device, subscribe now.