fbpx

ମୋ ସରକାରରେ ସାମିଲ ହେଲା ଶ୍ରମ ଓ ଇଏସଆଇ ବିଭାଗ

ଭୁବନେଶ୍ୱର, ୨୯ା୧(ଓଡ଼ିଶା ଭାସ୍କର): ଆଜି ମୋ ସରକାରରେ ସାମିଲ ହୋଇଛି ଆଉ ଏକ ବିଭାଗ । ମୋ ସରକାରରେ ସାମିଲ ହୋଇଛି ଶ୍ରମ ଓ ଇଏସଆଇ ବିଭାଗ । ବିଭାଗରେ ସ୍ୱଚ୍ଛତା ଆଣିବା ଲାଗି ପଦକ୍ଷେପ ନିଆଯାଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବିଭାଗ ସାମିଲ ହୋଇଛି । ସେଠାରେ ୫ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିଥିଲେ । ଶ୍ରମ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.