fbpx
BJD SKY
BJD SKY

ମେଡ଼ିକାଲରେ କରୋନା ଆକ୍ରାନ୍ତଙ୍କୁ ମୋବାଇଲ ବ୍ୟବହାର ପାଇଁ ଅନୁମତି

BJD

ଭୁବନେଶ୍ୱର, ୩ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାସହ ଏବେ ବି ବହୁତ କରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାରି ମଧ୍ୟରେ ଏବେ କରୋନା ଆକ୍ରାନ୍ତଙ୍କୁ ମେଡ଼ିକାଲରେ ମୋବାଇଲ ବ୍ୟବହାର କରିବା ପାଇଁ ଅନୁମତି ମିଳିଛି । ଏହାସହ ମୋବାଇଲ ବ୍ୟବହାର କରିବା ପାଇଁ ଅନୁମତି ଦେବାକୁ ରାଜ୍ୟମାନଙ୍କୁ ଚିଠି ଲେଖିଛି କେନ୍ଦ୍ର । ଅନୁମତି ଦେବା ପରେ ରୋଗୀମାନେ ମୋବାଇଲ ରେ ନିଜ ଲୋକଙ୍କ ସହ କଥା ହୋଇପାରିବେ । ଯାହାଫଳରେ ଆକ୍ରାନ୍ତଙ୍କ ମାନସିକ ସ୍ତରରେ ଉନ୍ନତି ହେବ ।

Get real time updates directly on you device, subscribe now.