fbpx

ହାତରେ ମାଞ୍ଜା ସୂତା ସହ ନଟେଇ ଧରି ଗୁଡ଼ି ଉଡ଼ାଉଛି ମାଙ୍କଡ, ଦେଖନ୍ତୁ ମଜାଦାର୍ ଭିଡିଓ

ଓଡ଼ିଶା ଭାସ୍କର ବ୍ୟୁରୋ: ଚଳିତ ଥର ମକର ସଂକ୍ରାନ୍ତି କରୋନା କଟକଣା ପାଇଁ ଫିକା ପଡ଼ିଲା । ମାତ୍ର କିଛି କିଛି ଲୋକ ଥିଲେ ଯେଉଁ ମାନେ ନିଜ ନିଜ ଛାତ ଉପରେ ପରିବାର ଓ ସାଙ୍ଗ ସାଥୀଙ୍କ ସହ ଗୁଡ଼ି ଉଡ଼ାଇବାର ମଜା ନେଇଥିଲେ । ଏହା ଭିତରେ ଏକ ମଜାଦାର୍ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆପଣ ମାନେ ମାଙ୍କଡ଼କୁ ଗୁଡ଼ି ଉଡ଼ାଉଥିବା ଦେଖିବାକୁ ପାଇବେ । ହାତରେ ମାଞ୍ଜା ସୂତା ସହ ନଟେଇ ଧରି ଗୁଡ଼ି ଉଡ଼ାଉଛି ମାଙ୍କଡ଼ । ଏହାର ଭିଡିଓ ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି । ଦେଖନ୍ତୁ ଭିଡିଓ ।

Get real time updates directly on you device, subscribe now.