fbpx

ଓଡିଶା ଛାଡିଲା ମୌସୁମୀ ବାୟୁ

ଭୁବନେଶ୍ୱର,୨୮ ।୧୦(ଓଡିଶା ଭାସ୍କର): ଓଡିଶା ଛାଡିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀର ବିଦାୟ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଓଡିଶା ସହ ଦେଶରୁ ମଧ୍ୟ ବିଦାୟ ନେଇଛି ମୌସୁମୀ ବାୟୁ । ତେବେ ୨ ଦିନ ଆଗରୁ ୮ ଜିଲ୍ଲାରୁ ସମ୍ପୂର୍ଣ୍ଣ ଓ ୮ ଜିଲ୍ଲାରୁ ଆଂଶିକ ଯାଇଥିଲା ମୌସୁମୀ ।

Get real time updates directly on you device, subscribe now.