fbpx

ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ

ନୂଆଦିଲ୍ଲୀ,୧୫/୯: ଆଜି ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ସକାଳ ୯ଟାରେ ଚାଲିବ ରାଜ୍ୟସଭା ଓ ଅପରାହ୍ନ ୩ଟାରେ ଲୋକସଭା ବସିବ। କରୋନା ମହାମାରୀ ଯୋଗୁଁ କୋଭିଡ୍ କଟକଣା ଭିତରେ ଗୃହକାର୍ଯ୍ୟ ହେଉଛି। ତେବେ ଅଧିବେଶନର ପ୍ରଥମ ଦିନରେ ସମସ୍ତ ସାଂସଦ ଓ ବିଧାୟକମାନଙ୍କର କରୋନା ଟେଷ୍ଟ ହୋଇଥିଲା। ପ୍ରଥମ ଦିନରେ ୩୦ ଜଣ ସାଂସଦ ଓ ପ୍ରାୟ ୫୦ ଜଣ କର୍ମଚାରୀ କରୋନା ପଜିଟିଭ୍ ଥିବା ସୂଚନା ମିଳିଛି । ମହାମାରୀକୁ ଦୃଷ୍ଟିରେ ରଖି ସଦନରେ ସାମାଜିକ ଦୂରତା ରଖି ବସିଥିଲେ ସାଂସଦ ।

Get real time updates directly on you device, subscribe now.