fbpx

ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ରିଆଜ ଅହମ୍ମଦ ମୃତ ,ଜାଣନ୍ତୁ ତା ଆତଙ୍କର ପୃଷ୍ଠଭୂମୀ

ଭୁବନେଶ୍ୱର :୬ ।୫(ଓଡିଶା ଭାସ୍କର): ଜମ୍ମୁକାଶ୍ମୀରେ ଆଜି ସୁରକ୍ଷାବଳଙ୍କ ଗୁଳିରେ ପ୍ରାଣ ହରାଇଛି ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ରଆଜ ନାଇକୁ । ପୁଲୱାମାରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ଏହି ଦୁଦ୍ଦାନ୍ତ ହିଜିବୁଲ କମାଣ୍ଡର ମୃତ୍ୟୁବରଣ କରିଛି ।

ଏବେ ଆସନ୍ତୁ ନଜର ପକାଇବା ରିଆଜର ଆତଙ୍କର ପୃଷ୍ଠଭୂମୀ ଉପରେ ।

:ରିଆଜ ଅହମ୍ମଦ ନାଇକୁ ଥିଲା ଜମ୍ମୁକାଶ୍ମୀର ସବୁଠୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ

:ଆତଙ୍କବାଦୀ ସବାଜାର ଭଟ୍ଟର ମୃତ୍ୟୁ ପରେ ସେ ହିଜବୁଲର ନେତୃତ୍ୱ ନେଇଥିଲା

:୨୦୧୨ ଡିସମ୍ବରରେ ହିଜବୁଲରେ ଯୋଗ ଦେଇ ମାତ୍ର ୫ ବର୍ଷରେ ହେଲା କମାଣ୍ଡର

:ମୃତ ଆତଙ୍କବାଦୀର ଶବଶେଭାଯାତ୍ରା ରେ ସାମିଲ ହୋଇ ପାକିସ୍ତାନ ସପକ୍ଷରେ ନାରା ଦେଇଥିଲା ।

:ଆତଙ୍କବାଦୀଙ୍କ ପୋଷ୍ଟରବୟ ବୁରହାନ ୱାନୀର ମୃତ୍ୟୁ ପରେ ସେ ସୁରକ୍ଷା ଏଜେନ୍ସିର ନଜରକୁ ଆସିଥିଲା

:ଆତଙ୍କବାଦୀଙ୍କ ମଧ୍ୟରେ ସେ A++ କ୍ୟାଟାଗୋରୀର ଥିଲା

:ସେ ଟେକନିକାଲି ବହୁ ସାଉଣ୍ଡ ଥିଲା

:ତା ଉପରେ ୧୨ ଲକ୍ଷଟଙ୍କାର ପୁରସ୍କାର ରହିଥିଲା

:ବାରମ୍ବାର ସେନା ତାଙ୍କୁ ଧରିବାକୁ ଚେଷ୍ଠା କରିଥିଲେ ବି ସବୁଥର ଚକମା ଦେଉଥିଲା ।

Get real time updates directly on you device, subscribe now.