-
World 100,921,666
WorldConfirmed: 100,921,666Active: 25,789,079Recovered: 72,963,126Death: 2,169,461 -
USA 26,011,222
USAConfirmed: 26,011,222Active: 9,808,357Recovered: 15,767,413Death: 435,452 -
India 10,690,279
IndiaConfirmed: 10,690,279Active: 177,223Recovered: 10,359,305Death: 153,751 -
Brazil 8,936,590
BrazilConfirmed: 8,936,590Active: 919,017Recovered: 7,798,655Death: 218,918 -
Russia 3,774,672
RussiaConfirmed: 3,774,672Active: 501,113Recovered: 3,202,483Death: 71,076 -
UK 3,689,746
UKConfirmed: 3,689,746Active: 1,927,100Recovered: 1,662,484Death: 100,162 -
Italy 2,485,956
ItalyConfirmed: 2,485,956Active: 482,417Recovered: 1,917,117Death: 86,422 -
Turkey 2,442,350
TurkeyConfirmed: 2,442,350Active: 94,495Recovered: 2,322,511Death: 25,344 -
Germany 2,163,113
GermanyConfirmed: 2,163,113Active: 242,723Recovered: 1,866,000Death: 54,390 -
Pakistan 537,477
PakistanConfirmed: 537,477Active: 33,820Recovered: 492,207Death: 11,450 -
China 89,272
ChinaConfirmed: 89,272Active: 1,862Recovered: 82,774Death: 4,636
ଭୁବନେଶ୍ୱର :୬ ।୫(ଓଡିଶା ଭାସ୍କର): ପେଟ୍ରୋଲ ଲିଟର ୨୨ଟଙ୍କା ଡିଜେଲ ୨୧ ଟଙ୍କା । ହଁ ଏହା ଏବେର ଦର ,୨୦ ବର୍ଷ ତଳର ନୁହେଁ । ବିଶ୍ୱରେ ମାନ୍ଦାବସ୍ଥା ଯୋଗୁଁ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଯୋଗୁଁ ପେଟ୍ରୋଲ ଓ ଡିଜେଲର ମୁଲ୍ୟ ହ୍ରାସପାଇଛି । କିନ୍ତୁ ଦର ଶୁଣି ଖୁସି ଲାଗୁଥିଲେ ବି ଏହି ଦରରେ ଆପଣଙ୍କୁ ମିଳିପାରିବନି ଇନ୍ଧନ । କାରଣ ପେଟ୍ରୋଲ ଉପରେ ସରକାରଙ୍କ ଟିକସ ହେଉଛି ପାଖାପାଖି ୪୯ ଟଙ୍କା ଓ ଡିଜେଲ ଉପରେ ୪୮ ଟଙ୍କା ।
ଏହାର ଅର୍ଥ ହେଉଛି ୨୨ଟଙ୍କାର ପେଟ୍ରୋଲକୁ ଆପଣ ୭୧ ଟଙ୍କାରେ ଓ ୨୧ଟଙ୍କାର ଡିଜେଲକୁ ଆପଣ ୬୯ ଟଙ୍କାରେ ପମ୍ପରୁ କିଣିପାରିବେ । ତଛଡା ଦିନକ ତଳେ ସରାକର ପେଟ୍ରୋଲ ଓ ଡିଜେଲ ଉପରେ ଟ୍ୟାକ୍ସ ବଢ଼ାଇଛନ୍ତି । ଏବେ ଆପଣ ଇନ୍ଧନ କିଣିବାକୁ ୬୯% ଟ୍ୟକ୍ସ ଦେଉଛନ୍ତି । ଯାହା ସରା ବିଶ୍ୱରେ ସର୍ବାଧିକ । ୬୦ % ଉପରେ ଟ୍ୟାକ୍ସ ନେଉଥିବା ଅନ୍ୟ ଦେଶଗୁଡିକ ହେଉଛନ୍ତି ଜର୍ମାନୀ,ଇଟାଲୀ ଓ ବ୍ରିଟେନ । ଏହି ଟ୍ୟାକ୍ସ ଭିତରେ ଭାଟ,ଉତ୍ପାଦ କର,ଏକ୍ସାଇଜ ଟ୍ୟାକ୍ସ ପ୍ରଭୃତି ସାମିଲ ଅଛି ।
Comments are closed.