ପେଟ୍ରୋଲ ଲିଟର ୨୨ଟଙ୍କା ,ଡିଜେଲ ୨୧ ଟଙ୍କା !

COVID-19 Updates
  • World 100,921,666
    World
    Confirmed: 100,921,666
    Active: 25,789,079
    Recovered: 72,963,126
    Death: 2,169,461
  • USA 26,011,222
    USA
    Confirmed: 26,011,222
    Active: 9,808,357
    Recovered: 15,767,413
    Death: 435,452
  • India 10,690,279
    India
    Confirmed: 10,690,279
    Active: 177,223
    Recovered: 10,359,305
    Death: 153,751
  • Brazil 8,936,590
    Brazil
    Confirmed: 8,936,590
    Active: 919,017
    Recovered: 7,798,655
    Death: 218,918
  • Russia 3,774,672
    Russia
    Confirmed: 3,774,672
    Active: 501,113
    Recovered: 3,202,483
    Death: 71,076
  • UK 3,689,746
    UK
    Confirmed: 3,689,746
    Active: 1,927,100
    Recovered: 1,662,484
    Death: 100,162
  • Italy 2,485,956
    Italy
    Confirmed: 2,485,956
    Active: 482,417
    Recovered: 1,917,117
    Death: 86,422
  • Turkey 2,442,350
    Turkey
    Confirmed: 2,442,350
    Active: 94,495
    Recovered: 2,322,511
    Death: 25,344
  • Germany 2,163,113
    Germany
    Confirmed: 2,163,113
    Active: 242,723
    Recovered: 1,866,000
    Death: 54,390
  • Pakistan 537,477
    Pakistan
    Confirmed: 537,477
    Active: 33,820
    Recovered: 492,207
    Death: 11,450
  • China 89,272
    China
    Confirmed: 89,272
    Active: 1,862
    Recovered: 82,774
    Death: 4,636

ଭୁବନେଶ୍ୱର :୬ ।୫(ଓଡିଶା ଭାସ୍କର): ପେଟ୍ରୋଲ ଲିଟର ୨୨ଟଙ୍କା ଡିଜେଲ ୨୧ ଟଙ୍କା । ହଁ ଏହା ଏବେର ଦର ,୨୦ ବର୍ଷ ତଳର ନୁହେଁ । ବିଶ୍ୱରେ ମାନ୍ଦାବସ୍ଥା ଯୋଗୁଁ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଯୋଗୁଁ ପେଟ୍ରୋଲ ଓ ଡିଜେଲର ମୁଲ୍ୟ ହ୍ରାସପାଇଛି । କିନ୍ତୁ ଦର ଶୁଣି ଖୁସି ଲାଗୁଥିଲେ ବି ଏହି ଦରରେ ଆପଣଙ୍କୁ ମିଳିପାରିବନି ଇନ୍ଧନ । କାରଣ ପେଟ୍ରୋଲ ଉପରେ ସରକାରଙ୍କ ଟିକସ ହେଉଛି ପାଖାପାଖି ୪୯ ଟଙ୍କା ଓ ଡିଜେଲ ଉପରେ ୪୮ ଟଙ୍କା ।

ଏହାର ଅର୍ଥ ହେଉଛି ୨୨ଟଙ୍କାର ପେଟ୍ରୋଲକୁ ଆପଣ ୭୧ ଟଙ୍କାରେ ଓ ୨୧ଟଙ୍କାର ଡିଜେଲକୁ ଆପଣ ୬୯ ଟଙ୍କାରେ ପମ୍ପରୁ କିଣିପାରିବେ । ତଛଡା ଦିନକ ତଳେ ସରାକର ପେଟ୍ରୋଲ ଓ ଡିଜେଲ ଉପରେ ଟ୍ୟାକ୍ସ ବଢ଼ାଇଛନ୍ତି । ଏବେ ଆପଣ ଇନ୍ଧନ କିଣିବାକୁ ୬୯% ଟ୍ୟକ୍ସ ଦେଉଛନ୍ତି । ଯାହା ସରା ବିଶ୍ୱରେ ସର୍ବାଧିକ । ୬୦ % ଉପରେ ଟ୍ୟାକ୍ସ ନେଉଥିବା ଅନ୍ୟ ଦେଶଗୁଡିକ ହେଉଛନ୍ତି ଜର୍ମାନୀ,ଇଟାଲୀ ଓ ବ୍ରିଟେନ । ଏହି ଟ୍ୟାକ୍ସ ଭିତରେ ଭାଟ,ଉତ୍ପାଦ କର,ଏକ୍ସାଇଜ ଟ୍ୟାକ୍ସ ପ୍ରଭୃତି ସାମିଲ ଅଛି ।

Get real time updates directly on you device, subscribe now.

Comments are closed.