fbpx

ପୋଖରୀରେ ବୁଡ଼ି ମା’ ପୁଅ ମୃତ

Advertisement

ନିଆଳି(ଓଡ଼ିଶା ଭାସ୍କର): ପୋଖରୀରେ ବୁଡ଼ି ମାଆ ଓ ୭ ବର୍ଷ ପୁଅର ମୃତ୍ୟୁ ହୋଇଯାଇଛି । କୃଷ୍ଣପ୍ରସାଦ ପଞ୍ଚାୟତ ପୋଖରୀରେ ଗାଧୋଉ ଥିବା ବେଳେ ବୁଡ଼ିଯାଇଛନ୍ତି ଉଭୟ ମା ଓ ପୁଅ । ଘଟଣା ସମ୍ପର୍କରେ ଖବର ପାଇବାରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ଓ ମୃତ ଦେହକୁ ଉଦ୍ଧାର କରିଛନ୍ତି । ପୋଲିସ୍ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.