fbpx

ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା

ଆସିକା, ୪/୯(ଓଡିଶା ଭାସ୍କର): ଗଞ୍ଜାମ ସ୍ଥିତ ଆସିକା ନଳବଣ୍ଟା କୋଳି ସାହିରେ ଯୁବକକୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ନାମ ନାଗା ଗୌଡ଼ ଓ ତାଙ୍କ ବୟସ ୨୦ବର୍ଷ। ତାଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିବା ଜଣାପଡିଛି। ହତ୍ୟା କରାଯାଇଥିବା କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହି ଘଟଣାର ଛାନ୍‌ଭିନ୍ ଜାରି କରିଛି।

Get real time updates directly on you device, subscribe now.