fbpx

ଆରପାରିରେ ‘ବଡ଼ଭାଇ’ ନଦିୟା ବିହାରୀ

କଟକ୧୪ ।୯(ଓଡିଶା ଭାସ୍କର): ବିଶିଷ୍ଟ ଶିଶୁ ସାହିତ୍ୟିକ ନଦୀୟା ବିହାର ମହାନ୍ତିଙ୍କର ଆଜି ପରଲୋକ ଘଟିଛି । କଟକର ଏକ ଘରୋଇ ହସ୍ପିଟାଲରେ ୯୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଆକାଶବାଣୀର କାର୍ଯ୍ୟକ୍ରମ ଶିଶୁ ସଂସାରର ‘ବଡ଼ଭାଇ’ ଭାବେ ସେ ବେଶ ପରିଚିତ । ୨୦୧୩ରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ମିଳିଥିଲା । ତାଙ୍କ ବିୟୋଗରେ ସମଗ୍ର ଓଡ଼ିଶାରେ ଶୋକ ଛାୟା ଖେଳି ଯାଇଛି ।

Get real time updates directly on you device, subscribe now.