fbpx

ରିୟା ଚକ୍ରବର୍ତ୍ତୀଙ୍କ ଘରେ NCBର ରେଡ୍

ମୁମ୍ବାଇ,୪/୯: ଅଭିନେତା ସୁଶାନ୍ତ ସିଂହ ରାଜପୁଟଙ୍କ ମୃତ୍ୟୁ ମାମଲାରେ ଛାନଭିନ ଜାରି ରହିଛି। ଏହାରି ମଧ୍ୟରେ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଘରେ ରେଡ୍ କରିଛି NCB। ଡ୍ରଗ୍ସ ଲିଙ୍କ୍‌ ଅଭିଯୋଗରେ ମୁମ୍ବାଇ ପୋଲିସ ଓ NCB ମିଳିତ ଭାବେ ଚଢ଼ାଉ କରିଛି । ସୁଶାନ୍ତଙ୍କ ସହଯୋଗୀ ସାମୁଏଲ୍ ମିରାଣ୍ଡାଙ୍କ ଘରେ ବି ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.