fbpx

ନିର୍ଦ୍ଧାରିତ ସମୟରେ ହେବ NEET ଓ JEE ପରୀକ୍ଷା

ଭୁବନେଶ୍ୱର, ୨୫/୮(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ କୁହାଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟରେ  NEET ଓ JEE ପରୀକ୍ଷା ହେବ ବୋଲି ସୂଚନା ମିଳିଛି। ସେପ୍ଟେମ୍ବର ୧୩ରେ ହେବ NEET, ସେପ୍ଟେମ୍ବର ୧ ଓ ୬ରେ ହେବ JEE ପରୀକ୍ଷା । ନ୍ୟାସ୍‌ନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହୋଇଛି।

Get real time updates directly on you device, subscribe now.