fbpx
BSKY SKY
BSKY SKY

ମନ୍ତ୍ରୀ ପଦରେ ରହିବାର ୩ ଦିନ ପରେ ଇସ୍ତଫା

BSKY

ମନ୍ତ୍ରୀ ପଦରେ ୩ ଦିନ ରହିବା ପରେ ଇସ୍ତଫା ଦେଲେ ବିହାରର ନବନିଯୁକ୍ତ ଶିକ୍ଷାମନ୍ତ୍ରୀ ମେୱାଲାଲ ଚୌଧୁରୀ । ମେୱାଲାଲଙ୍କ ନାଁରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଥିଲା । ମନ୍ତ୍ରୀ କରାଯିବା ପରେ ବିଭିନ୍ନ ମହଲରୁ ସମାଲୋଚନା ଆରମ୍ଭ ହୋଇଥିଲା । ଏନେଇ ମେୱାଲାଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଗତ ୧୬ ତାରିଖ ଦିନ ମେୱାଲାଲ ଶିକ୍ଷାମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

Get real time updates directly on you device, subscribe now.