fbpx

ଅକଲାଣ୍ଡରେ ପ୍ରଥମେ ନୂଆବର୍ଷ ପାଳନ

ଅକଲାଣ୍ଡ, ୩୧ା୧୨: ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ପ୍ରଥମେ ନବବର୍ଷ ପାଳନ କରାଯାଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ୨୦୨୦କୁ ସ୍ୱାଗତ କରିଛନ୍ତି ଲୋକେ । ଲୋକମାନେ ପରସ୍ପରକୁ ନୂଆବର୍ଷର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଲୋକମାନେ ପୁରୁଣାବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରି ଜିରୋନାଇଟ ସେଲିବ୍ରେସନ ମନଉଛନ୍ତି ।

Get real time updates directly on you device, subscribe now.