ଲକ୍-ଡାଉନରେ ବାହାହେଲେ ସାଉଥ୍ ହିରୋ

0 370

ଲକ୍-ଡାଉନ ଚାଲିଥିବା ବେଳେ ସାଉଥ୍ ଅଭିନେତା ନିଖିଲ୍ ସିଦ୍ଧାର୍ଥ ନିଜର ପ୍ରେମିକା ପଲ୍ଲବୀ ବର୍ମାଙ୍କ ସହ ବିବାହ ରଚିଛନ୍ତି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେମାନଙ୍କ ବିବାହରେ କେବଳ ପରିବାର ସଦସ୍ୟଙ୍କ ସମେତ ନିକଟତମ କିଛି ବନ୍ଧୁ ସାମିଲ ହୋଇଥିଲେ । ୨୦୦୭ରେ ହାପି ଡେଜ୍ରେ ଲୋକପ୍ରିୟତା ହାସଲ କରିଥିବା ନିଖିଲ ଡାକ୍ତର ପଲ୍ଲବୀ ଶର୍ମାଙ୍କ ସହ ସବୁଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ସେମାନଙ୍କ ବିବାହ ୧୬ ଅପ୍ରିଲରେ ହେବାକୁ ଥିବା ବେଳେ ଲକ୍-ଡାଉନ ଯୋଗୁଁ ସ୍ଥଗିତ ହୋଇଥିଲା । ଦୁହିଁ ପରିବାରର ସହମତିରେ ଏବେ ସେମାନଙ୍କର ବିବାହ ସମ୍ପର୍ଣ୍ଣ ହୋଇଛି । ତେବେ ଆସନ୍ତୁ ଦେଖିବା ସେମାନଙ୍କ ଫଟୋ..

View this post on Instagram

PELLI KODUKU READY 👻 #NikPal #lockdownwedding

A post shared by Nikhil Siddhartha (@actor_nikhil) on

Leave A Reply

Your email address will not be published.