-
World 95,332,587
WorldConfirmed: 95,332,587Active: 25,252,000Recovered: 68,043,322Death: 2,037,265 -
USA 24,421,541
USAConfirmed: 24,421,541Active: 9,624,116Recovered: 14,390,716Death: 406,709 -
India 10,572,672
IndiaConfirmed: 10,572,672Active: 209,519Recovered: 10,210,697Death: 152,456 -
Brazil 8,460,244
BrazilConfirmed: 8,460,244Active: 861,951Recovered: 7,388,784Death: 209,509 -
Russia 3,568,209
RussiaConfirmed: 3,568,209Active: 542,212Recovered: 2,960,431Death: 65,566 -
UK 3,395,959
UKConfirmed: 3,395,959Active: 1,771,962Recovered: 1,534,736Death: 89,261 -
Turkey 2,387,101
TurkeyConfirmed: 2,387,101Active: 100,240Recovered: 2,262,864Death: 23,997 -
Italy 2,381,277
ItalyConfirmed: 2,381,277Active: 553,374Recovered: 1,745,726Death: 82,177 -
Germany 2,049,952
GermanyConfirmed: 2,049,952Active: 330,515Recovered: 1,672,000Death: 47,437 -
Pakistan 519,291
PakistanConfirmed: 519,291Active: 34,701Recovered: 473,639Death: 10,951 -
China 88,227
ChinaConfirmed: 88,227Active: 1,205Recovered: 82,387Death: 4,635
ଆପଣ ମାନେ ତମାଖୁ ସେବନ କରୁଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ । ଝାଡଖଣ୍ଡ ସରକାର ସରକାରୀ ଚାକିରୀ ପାଇଁ ଆଶାୟୀ ଥିବା ଯୁବକ ଯୁବତୀ ମାନଙ୍କ ପାଇଁ ଆଣିଛନ୍ତି ଏକ ରୋଚକ ଆଇନ । ଝାଡଖଣ୍ଡ ସରକାର କହିଛନ୍ତି କି ଯେଉଁ ପ୍ରାର୍ଥୀମାନେ ସରକାରୀ ଚାକିରୀ ପାଇଁ ଆଶାୟୀ ଅଛନ୍ତି ସେମାନେ ଆବଦନ କରିବା ସମୟରେ ସମସ୍ତ ଦସ୍ତାବିଜ୍ ସହ ଏକ ସତ୍ୟପାଠ ଦାଖଲ କରିବାକୁ ପଡିବ । ଯେଉଁ ସତ୍ୟପାଠରେ ଲେଖାଥିବ କି ସେମାନେ ଆଗରୁ କେବେ ତମାଖୁ ସେବନ କରୁନଥିଲେ ଓ ଚାକିରୀ କରିବା ପରେ କେବେ ବି ତମାଖୁ ସେବନ କରିବେ ନାହିଁ । ମଙ୍ଗଳବାର ଦିନ ରାଞ୍ଚିରେ ଅନୁଷ୍ଠିତ ହୋଇଥିବା ତମାଖୁ କଣ୍ଟ୍ରୋଲ ବୈଠକରେ ଏଭଳି ନିସ୍ପତ୍ତି ନିଆଯାଇଛି ।
Comments are closed.