fbpx

ସରକାରୀ କର୍ମଚାରୀ ଙ୍କ ପାଇଁ ଜିନ୍ସ ଓ ଟି ସାର୍ଟ ମନା

ମହାରାଷ୍ଟ୍ର ସରକାର ତାଙ୍କର  କର୍ମଚାରୀଙ୍କ ପାଇଁ ସରକାରୀ ଅଫିସ କୁ ଜିନ୍ସ ଓ ଟି ସାର୍ଟ ପିନ୍ଧି ଆସିବା ଉପରେ କଟକଣା ଲଗାଇଛନ୍ତି  । ଏହାକୁ ନେଇ ସମସ୍ତ ସରକାରୀ ଓ ଠିକା କର୍ମଚାରୀ ମାନ ଙ୍କୁ ନିର୍ଦେଶ ଦିଅ ଯାଇଛି  । ଏହି ନିୟମକୁ ଅବମାନନା କଲେ କର୍ମଚାରୀ ମାନେ ଦଣ୍ଡିତ ହେବେ ବୋଲି ନିର୍ଦେଶ ରେ ଉଲ୍ଲେଖଯୋଗ୍ୟ ହୋଇଛି ।

Get real time updates directly on you device, subscribe now.