fbpx

ସୁଶାସନ ବ୍ୟବସ୍ଥାରେ ୧୪ରେ ଓଡିଶା

ଭୁବନେଶ୍ୱର,୨୬ ।୧୨(ଓଡିଶା ଭାସ୍କର): ରାଜ୍ୟଗୁଡିକରେ ସୁଶାସନ ବ୍ୟବସ୍ଥା ନେଇ କେନ୍ଦ୍ର ଜାରି କରିଛି ତାଲିକା । ତାଲିକାରେ ପ୍ରଥମ ସ୍ଥାନରେ ରହିଛି ତାମିଲନାଡୁ । ସେହି ତାଲିକାରେ ୪.୪୪ ସ୍କୋର ସହ ଓ ୧୪ତମ ସ୍ଥାନରେ ରହିଛି ଓଡିଶା । ସେହିପରି ଦ୍ୱିତୀୟରେ ମହାରାଷ୍ଟ୍ର ରହିଥିବା ବେଳେ ତୃତୀୟ ସ୍ଥାନରେ କର୍ଣ୍ଣାଟକ ରହିଛି । କେନ୍ଦ୍ର କାର୍ମିକ,ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ହୋଇଛି ।

Get real time updates directly on you device, subscribe now.