fbpx

କାଲି ଯାଏଁ ଗୃହ ମୁତଲବୀ

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ଆସନ୍ତାକାଲି ଯାଏଁ ବିଧାନସଭା ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଧାନ କିଣା ପ୍ରସଙ୍ଗରେ ଆଜି ଗୃହରେ ଦିନସାରା ହୋହଲ୍ଲା ହୋଇଥିଲା । ଗୋଟିଏ ଦିନରେ ୧୬ ଥର ଗୃହ ମୁତଲବୀ ହୋଇଥିଲା । ବାରମ୍ବାର ହଟ୍ଟଗୋଳ ଯୋଗୁଁ କାଲି ଯାଏଁ ଗୃହକୁ ମୁଲତବୀ କରାଯାଇଛି । ତେବେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବୈଠକ ପରେ ବି ସ୍ଥିତି ସୁଧୁରିପାରିନଥିଲା ।

Get real time updates directly on you device, subscribe now.