fbpx

ପିପିଲି ଜନାଦେଶ: ୧୧ ରାଉଣ୍ଡ ସୁଦ୍ଧା ବିଜେଡି ୧୧,୧୯୬ ଭୋଟରେ ଆଗୁଆ

ପିପିଲି(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ ଲଢ଼େଇ ଜୋରଦାର ଚାଲିଛି । ବିଜେଡିର ରୁଦ୍ର ମହାରଥୀ ରେସରେ ଆଗୁଆ ରହିଛନ୍ତି । ସେ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ବି ପଛରେ ପକାଇ ଦେଇଛନ୍ତି । ୧୧ ରାଉଣ୍ଡ ସୁଦ୍ଧା ବିଜେଡି ୧୧,୧୯୬ ଭୋଟରେ ଆଗୁଆ ରହିଛି । ବିଜେଡି ବର୍ତ୍ତମାନ ୧୧ ରାଉଣ୍ଡରେ ୪୨,୭୭୪ ଭୋଟ ପାଇଥିବା ବେଳେ ବିଜେପି ୩୧,୫୭୮ ଭୋଟ ଓ କଂଗ୍ରେସ ୨୬୦୨ ଭୋଟ ହାତେଇ ପାରିଛି ।

Get real time updates directly on you device, subscribe now.