fbpx

୨୦୧୯ ପାଇଁ ଓଡ଼ିଶାକୁ ମିଳିଲା ‘ଷ୍ଟାର୍ଟ ଅପ୍‌ ଲିଡର’ ମାନ୍ୟତା

ଭୁବନେଶ୍ୱର,୧୫ ।୧୧(ଓଡିଶା ଭାସ୍କର):୨୦୧୯ ପାଇଁ ଓଡ଼ିଶାକୁ ମିଳିଲା ‘ଷ୍ଟାର୍ଟ ଅପ୍‌ ଲିଡର’ ମାନ୍ୟତା । ରାଜ୍ୟ ଷ୍ଟାର୍ଟ ଅପ୍‌ ପରିଷଦ ବୈଠକରେ ମୁଖ୍ୟ ଶାସନ ସଚିବ ଏନେଇ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ଷ୍ଟାର୍ଟ ଅପ୍‌ ଉଦ୍ୟୋଗ ସଂଖ୍ୟା ୭୭୪କୁ ବୃଦ୍ଧି ହୋଇଛି । ଫଳରେ ୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶଙ୍କା ରହିଛି । ଷ୍ଟାର୍ଟ ଅପ୍‌ ପାଇଁ ପରିବେଶ ଓ ବ୍ୟବସ୍ଥା କ୍ରିୟାଶୀଳ କରିବାକୁ ନିର୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.