fbpx

ସେନା ଓ ଆତଙ୍କବାଦୀ ଭିତରେ ଗୁଳିବିନିମୟ, ଜଣେ ଆତଙ୍କୀ ସଫା

ଜାମ୍ମୁକାଶ୍ମୀର, ୧୨ା୮: ପୁଲୱାମାରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ସେଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏହାସହ ପାଲଟା ଆକ୍ରମଣରେ ଜଣେ ଯବାନ ମଧ୍ୟ ସହିଦ ହେବା ସହ ଜଣେ ଗୁରୁତର ଭାବେ ଆହତ ହୋଇଥିବା ନେଇ ସୂଚନା ରହିଛି । ତେଣୁ ସେଠାରେ ସର୍ଚ୍ଚ ଅପରେସନ ଜୋର ଦାରରେ ଜାରି ରହିଛି । ସେଠାରୁ ଗ୍ରେନେଡ଼, ଏକେ-୪୭ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ ମଧ୍ୟ ହୋଇଛି ।

Get real time updates directly on you device, subscribe now.