fbpx

ଓଏସଆଇସି ଅଧ୍ୟକ୍ଷ ଚିନ୍ମୟଙ୍କୁ କରୋନା

ଭୁବନେଶ୍ୱର, ୧୯ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନାରୁ ଫିଲ୍ମ ଷ୍ଟାରଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ମଧ୍ୟ ବାଦ ପଡ଼ୁ ନାହାନ୍ତି । ଏହାରି ମଧ୍ୟରେ ବିଜେଡ଼ି ନେତା ଚିନ୍ମୟ ସାହୁଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ଅଛନ୍ତି ଚିନ୍ମୟ ସାହୁ । ଏହାସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସତର୍କ ରହିବାକୁ ଚିନ୍ମୟ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.