ପାକିସ୍ତାନ ବିପକ୍ଷ ମ୍ୟାଚରେ ଉପବାସ କରିଥିଲେ ଲତା: କିନ୍ତୁ ଧୋନୀଙ୍କ ଏହି କାମ ଉପରେ ରାଗିଗଲେ ଦିଦି
ମୁମ୍ବାଇ: ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଦେହାନ୍ତରେ ସାରା ଦେଶରେ ଖେଳିଯାଇଛି ଶୋକର ଛାୟା । କିନ୍ତୁ ମୃତ୍ୟୁ ପରେ ତାଙ୍କର ଅନେକ ଅକୁହା କଥା ସାମନାକୁ ଆସୁଛି । ଏବେ ଏମିତି ଏକ କଥା ଶୁଣିବାକୁ ମିଳିଛି । ଦିନେ…