କୋଭିଡ୍ କାରଣରୁ ମହିଳାଙ୍କଠାରେ ପ୍ରସବଜନିତ ମୃତ୍ୟୁ ଦୁଇଗୁଣା ବୃଦ୍ଧି ପାଉଛି, ରିସର୍ଚ୍ଚରୁ ହେଲା ଖୁଲାସା
ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଭାଇରସକୁ ନେଇ ନୂଆ ତଥ୍ୟ ସାମନାକୁ ଆସୁଥିବା ବେଳେ ଏବେ ବି ଏନେଇ ଗବେଷଣା ଜାରି ରହିଛି । ତେବେ ନିକଟରେ ଏପରି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । କରୋନା ଭାଇରାସ୍ ମହିଳାଙ୍କ ଠାରେ…