fbpx

ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ, ୧୪୦୬ ଖଣ୍ଡରେ ଆଗୁଆ

ପିପିଲି(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ପ୍ରତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ଚାଲିଥିବା ସୂଚନା ରହିଛି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ୧୪୦୬ ଖଣ୍ଡ ଭୋଟ୍ ରେ ଆଗୁଆ ରହିଛି ବିଜେଡି । ବିଜୁ ଜନତା ଦଳର ପ୍ରାର୍ଥୀ ରୂଦ୍ର ମହାରଥୀ ଆଗୁଆ ଚାଲୁଛନ୍ତି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ିକୁ ୪୦୫୫ ଭୋଟ । ବିଜେପିକୁ ୨୬୪୯, କଂଗ୍ରେସକୁ ୭୬୬ ଖଣ୍ଡ ଭୋଟ୍ ମିଳିଥିବା ସୂଚନା ।

Get real time updates directly on you device, subscribe now.