fbpx

ଆସନ୍ତାକାଲିଠାରୁ ରାଜ୍ୟର ଏହି ୩ଟି ହସ୍ପିଟାଲରେ ଆରମ୍ଭ ହେବ ପ୍ଲାଜମା ଥେରାପି

ଭୁବନେଶ୍ୱର, ୧୪ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଆସନ୍ତାକାଲିଠାରୁ ରାଜ୍ୟର ୩ଟି ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହେବ । ୩ଟି ହସ୍ପିଟାଲ ହେଉଛି ଭୁବନେଶ୍ୱରର ସମ୍, କିମ୍ସ ଓ କଟକର ଅଶ୍ୱିନୀ ହସ୍ପିଟାଲରେ ଆରମ୍ଭ ହେବ । କଟକର ଏସସିବି ହସ୍ପିଟାଲ ପ୍ଲାଜମା ଥେରାପି ର ନୋଡ଼ାଲ ସେଣ୍ଟର ଭାବେ କାମ କରିବ । ଏସସିବି ମେଡ଼ିକାଲରେ ଅପରାହ୍ନ ୫ଟା ୧୫ରେ ଭିସି ଜରିଅରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.