fbpx

ପୋଲିସକୁ ପିଟି ଛଡ଼ାଇନେଲେ ବନ୍ଧୁକ: ଅଭିଯୁକ୍ତକୁ ଧରିବା ବେଳେ ପୋଲିସକୁ ହେଲା ମାଡ଼

ଆଠଗଡ଼: ପୋଲିସକୁ ପିଟି ବନ୍ଧୁକ ଛଡ଼ାଇ ନେଇଥିବା ଖବର ସାମ୍ନାକୁ ଆସିଛି । ଅଭିଯୁକ୍ତକୁ ଧରିବା ବେଳେ ପୋଲିସକୁ ହୋଇଛି ମାଡ଼ । ତେବେ ଏପରି ଏକ ଅଭାବନୀୟ ଘଟଣା ଆଠଗଡ଼ ତିଗିରିଆ ଥାନା ନୂଆପାଟଣା ବଜାର ନିକଟରେ ଘଟିଯାଇଛି । ପୋଲିସକୁ ମାଡ଼ ମାରିବା ସହ ବନ୍ଧୁକ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ଦୁବୃର୍ତ୍ତଙ୍କ ମାଡ଼ରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ପୋଲିସ ସାଧା ପୋଷାକରେ ଘରୋଇ ଗାଡ଼ିରେ ଯାଉଥିବା ବେଳେ ପୋଲିସ ଉପରକୁ ଆକ୍ରମଣ ହୋଇଥିବା ଜଣା ପଡ଼ିଛି ।

Get real time updates directly on you device, subscribe now.