fbpx

ଛାତ୍ରଙ୍କୁ ଏନଆଇଏ ଉଠାଇନେବା ଘଟଣାରେ କ’ଣ କହିଲେ ପୋଲିସ କମିସନର?

ଭୁବନେଶ୍ୱର,୨୧ ।୧୦(ଓଡିଶା ଭାସ୍କର): ଆଜି ରାଜଧାନୀ ଭୁବନେଶ୍ୱରରୁ ଜଣେ ଛାତ୍ରଙ୍କୁ ଉଠାଇନେଇଛି ଏନଆଇଏ । ଏହି ଘଟଣାରେ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତିି ଯେ, ଏନଆଇଏର ଏକ ତଦନ୍ତ ସମ୍ପର୍କରେ ଛାତ୍ରକୁ ପଚରାଉଚରା କରାଯାଉଛି । ଏହି ତଦନ୍ତ ଆତଙ୍କବାଦ ସମ୍ପର୍କିତ ନୁହେଁ ପୋଲିସ କମିସନର କହିଛନ୍ତି । ତେବେ ଛାତ୍ରଜଣଙ୍କୁ ଖଣ୍ଡଗିରି ଥାନାରେ ପଚରାଯାଉଛି ।

Get real time updates directly on you device, subscribe now.