fbpx

ପୋଲିସ ଗୁଳିରେ ମାଓବାଦୀ ନିହତ

ବଲାଙ୍ଗିର: ପୋଲିସ ଗୁଳିରେ ଜଣେ ନକ୍ସଲ ନିହତ । ଖପ୍ରାଖୋଲ ନିକଟ ଜଙ୍ଗଲରେ ପୋଲିସ ଗୁଳିରେ ନକ୍ସଲ ନିହତ । ପୋଲିସ ଓ ଡିଭିଏଫ୍ ଯବାନ ସହ ମୁହାଁମୁହିଁ ବେଳେ ନକ୍ସଲ ନିହତ । ପୋଲିସ ଗୁଳିରେ ନିହତ ଜଣଙ୍କ କ୍ୟାଡର ନକ୍ସଲ ହୋଇଥିବା ନେଇ ସୂଚନା । ତେବେ ଘଟଣାସ୍ଥଳରୁ ଗୋଟିଏ ଏସଏଲଆର ବନ୍ଧୁକ ଜବତ କରିଛି ପୋଲିସ ।

Get real time updates directly on you device, subscribe now.