fbpx

BIG BREAKING…ପୋଲସରା: ପୋକସୁଙ୍ଗା ନିକଟ ଜଙ୍ଗଲରେ ଗୁଳିକାଣ୍ଡ

AAKASH

ପୋଲସରା: ପୋକସୁଙ୍ଗା ନିକଟ ଜଙ୍ଗଲରେ ଗୁଳିକାଣ୍ଡ । ଗୁଳିକାଣ୍ଡରେ ଦୁଇଜଣ ବ୍ୟକ୍ତି ଗୁରୁତର । ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଓ ଅନ୍ୟ ଜଣଙ୍କ ଦେହରେ ବାଜିଛି ଗୁଳି । ଜଙ୍ଗଲକୁ ଯାଉଥିବା ବେଳେ ବାଜିଲା ଗୁଳି । ଡାକ୍ତରଖାନାରେ ଦୁଇ ଜଣଙ୍କର ଚାଲିଛି ଚିକିତ୍ସା । ଘଟଣାର ତଦନ୍ତ କରୁଛି ବୁଗୁଡ଼ା ପୋଲିସ ।

Get real time updates directly on you device, subscribe now.